ಅರ್ಥ : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା
ಉದಾಹರಣೆ :
କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା
ಸಮಾನಾರ್ಥಕ : ଏପଟ ସେପଟ ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନ ଚଞ୍ଚଳ ହେବା
ಉದಾಹರಣೆ :
ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
ಸಮಾನಾರ್ಥಕ : ଅଥୟ ହେବା, ଆନ୍ଦୋଳିତ ହେବା, ବିଚଳିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :