ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅସ୍ଥିର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅସ୍ଥିର   ବିଶେଷଣ

ಅರ್ಥ : ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ

ಉದಾಹರಣೆ : ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି

ಸಮಾನಾರ್ಥಕ : ଅନିକେତ, ପରିବ୍ରାଜ, ବାରବୁଲା, ଯାଯାବର


ಇತರ ಭಾಷೆಗಳಿಗೆ ಅನುವಾದ :

जिसके रहने अथवा ठहरने का कोई निश्चित स्थान न हो।

भारत में आज भी कई बंजारा जातियाँ पायी जाती हैं।
अनिकेत, अस्थिर, ख़ानाबदोश, खानाबदोश, घुमंतू, घुमन्तू, परिव्राज, परिव्राजक, बंजारा, बनजारा

ಅರ್ಥ : ଯାହା ସ୍ଥିର ବା ନିଶ୍ଚିତ ନୁହେଁ

ಉದಾಹರಣೆ : ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ

ಸಮಾನಾರ್ಥಕ : ଅନିର୍ଦିଷ୍ଟ, ଅନିଶ୍ଚିତ, ସ୍ଥିରତାହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

जो स्थिर या निश्चित न हो।

सरकार की ढुलमुल नीतियाँ ही आतंकवाद की जड़ है।
ढल-मल, ढलमल, ढुल-मुल, ढुलमुल

Uncertain in purpose or action.

vacillant, vacillating, wavering

ಅರ್ಥ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର

ಉದಾಹರಣೆ : ସେ ନିଜ ମାର୍ଗରେ ବିଚଳିତ

ಸಮಾನಾರ್ಥಕ : ବିଚଳିତ, ବିଚ୍ୟୁତ, ସ୍ଖଳିତ


ಇತರ ಭಾಷೆಗಳಿಗೆ ಅನುವಾದ :

अपने स्थान, प्रतिज्ञा, सिद्धान्त आदि से हटा हुआ।

वह अपने मार्ग से विचलित है।
डगमगाया हुआ, डिगा हुआ, विचल, विचलित, स्खलित, हटा हुआ

Having the attention diverted especially because of anxiety.

distracted, distrait

ಅರ್ಥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା

ಉದಾಹರಣೆ : କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି

ಸಮಾನಾರ್ಥಕ : ଆନ୍ଦୋଳିତ, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ


ಇತರ ಭಾಷೆಗಳಿಗೆ ಅನುವಾದ :

ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।

कोई काम-धंधा न होने के कारण रमेश की स्थिति डाँवाडोल हो गई है।
डाँवाँडोल, डाँवाडोल

Not settled or established.

An unsettled lifestyle.
unsettled