ಅರ್ಥ : ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ
ಉದಾಹರಣೆ :
ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟର ଗୁଣରୁ ଦୋଷ ବାଛୁଥିବା ବୃତ୍ତି ବା ମନର ଏପରି ବୃତ୍ତି ଯେଉଁଥିରେ ଅନ୍ୟର ଦୋଷ ଦେଖାଯାଏ ଓ ଗୁଣ,ସୁଖ ଆଦିକୁ ସହି ହୁଏନାହିଁ
ಉದಾಹರಣೆ :
ଅସୂୟା ମନୁଷ୍ୟର ଅବିଗୁଣ
ಇತರ ಭಾಷೆಗಳಿಗೆ ಅನುವಾದ :
दूसरे के गुण में दोष निकालने की वृत्ति या मन की ऐसी वृत्ति जिससे दूसरों के दोष दिखाई देते हों और गुण, सुख आदि सहन न किये जा सकते हों।
असूया मनुष्य का अवगुण है।ಅರ್ಥ : ସାହିତ୍ୟରେ ଗୋଟିଏ ପ୍ରକାରର ସଂଚାରୀ ଭାବ ଯେଉଁଥିରେ ଅନ୍ୟର ସୁଖକୁ ସହିନପାରି ତାର କ୍ଷତି କରିବାର ବିଚାର ଆସିଥାଏ
ಉದಾಹರಣೆ :
କବିଙ୍କ ଏହି ପଂକ୍ତିରେ ଅସୂୟାର ଝଲକ ସ୍ପଷ୍ଟଭାବେ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
साहित्य में एक प्रकार का संचारी भाव जिसमें किसी के सुख को न सहकर उसे हानि पहुँचाने का विचार आता है।
कवि की इन पंक्तियों में असूया की स्पष्ट झलक मिलती है।ಅರ್ಥ : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
ಉದಾಹರಣೆ :
କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ಸಮಾನಾರ್ಥಕ : ଅକଶ, ଆକ୍ରୋଶ, କୋପ, କ୍ରୋଧ, କ୍ଷୋଭ, ଦାଉ, ପ୍ରତିହିଂସା, ବିଦ୍ୱେଷ, ରାଗ, ରୋଷ
ಇತರ ಭಾಷೆಗಳಿಗೆ ಅನುವಾದ :
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
क्रोध से उन्मत्त व्यक्ति कुछ भी कर सकता है।