ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅସହାୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅସହାୟ   ବିଶେଷ୍ୟ

ಅರ್ಥ : ଏକୁଟିଆ ରହିବାବାଲା ବ୍ୟକ୍ତି ବା ଲୋକଙ୍କ ସହିତ ମିଳାମିଶା ନ କରିବାବାଲା ବ୍ୟକ୍ତି

ಉದಾಹರಣೆ : ସେ ଏକୁଟିଆ ଅଛି

ಸಮಾನಾರ್ಥಕ : ଏକୁଟିଆ


ಇತರ ಭಾಷೆಗಳಿಗೆ ಅನುವಾದ :

अकेले रहने वाला या लोगों से न घुलने-मिलने वाला व्यक्ति।

वह अकलसुरा है।
अकल-सुरा, अकलसुरा

ಅರ್ಥ : ଯାହାର କେହି ସାହାରା ନାହିଁ

ಉದಾಹರಣೆ : ଆମେ ଅସହାୟଙ୍କୁ ସହାୟତା କରିବା ଉଚିତ

ಸಮಾನಾರ್ಥಕ : ଅନାଶ୍ରିତ, ଅନାଶ୍ରୟ, ନିରାଶ୍ରିତ, ନିରାଶ୍ରୟ, ନିସହାୟ


ಇತರ ಭಾಷೆಗಳಿಗೆ ಅನುವಾದ :

वह जिसका कोई सहारा न हो।

हमें असहायों की सहायता करनी चाहिए।
अनाश्रय, अनाश्रित, असहाय, निःसहाय, निराश्रय, निराश्रित, निस्सहाय

ଅସହାୟ   ବିଶେଷଣ

ಅರ್ಥ : ଯାହାର କେହି ସାହାରା ନାହାନ୍ତି

ಉದಾಹರಣೆ : ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି

ಸಮಾನಾರ್ಥಕ : ଅନାଥ, ଅବଲମ୍ବନହୀନ, ନିଃସହାୟ


ಇತರ ಭಾಷೆಗಳಿಗೆ ಅನುವಾದ :

Lacking help.

unassisted

ಅರ್ಥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି

ಉದಾಹರಣೆ : ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା

ಸಮಾನಾರ್ಥಕ : ଅନାଥ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका कोई पालन-पोषण करनेवाला न हो।

श्याम ने अपना सारा जीवन अनाथ बच्चों की परवरिश में बिता दिया।
अनाथ, छेमंड, टूगर, निगोड़ा नाथा, बेकस, बैतला, मुरहा, यतीम, ला-वारिस, लावारिस