ಅರ್ಥ : ସ୍ୱୀକାର ନକରିବା କ୍ରିୟା ବା ଭାବ
ಉದಾಹರಣೆ :
ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
ಸಮಾನಾರ್ಥಕ : ଅସମ୍ମତି, ଅସ୍ୱୀକୃତି, ନାମଞ୍ଜୁରୀ
ಇತರ ಭಾಷೆಗಳಿಗೆ ಅನುವಾದ :
The act of disapproving or condemning.
disapprovalಅರ್ಥ : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
ಉದಾಹರಣೆ :
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ಸಮಾನಾರ್ಥಕ : ଅରାଜି, ଅସମ୍ମତି, ନାରାଜ, ସହମତିହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात, कार्य आदि पर सहमत न होने की क्रिया या भाव।
सदस्यों की असहमति के कारण यह प्रकरण अधर में लटका हुआ है।The speech act of disagreeing or arguing or disputing.
disagreement