ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅସମୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅସମୟ   ବିଶେଷ୍ୟ

ಅರ್ಥ : ଯେଉଁ ସମୟ ଠିକ କିମ୍ବା ଉପଯୁକ୍ତ ହୁଏ ନାହିଁ

ಉದಾಹರಣೆ : ସେ ଧୈର୍ଯ୍ୟର ସହିତ ଜୀବନରେ ଆସିଥିବା ଅକାଳକୁ ମୁକାବିଲା କଲା

ಸಮಾನಾರ್ಥಕ : ଅକାଳ, ଦୁଃସମୟ


ಇತರ ಭಾಷೆಗಳಿಗೆ ಅನುವಾದ :

ऐसा समय जो ठीक या उपयुक्त न हो।

उसने धैर्य के साथ जीवन में आए अकाल का सामना किया।
अकाल

ଅସମୟ   କ୍ରିୟା ବିଶେଷଣ

ಅರ್ಥ : ସମୟ ଅନୁସାରେ ନୁହେଁ ବା ଭୁଲ୍‌ ସମୟରେ

ಉದಾಹರಣೆ : ମୁଁ ଆପଣଙ୍କୁ ଗୋଟିଏ ପଇସା ବି ଦେଇପାରିବି ନାହିଁ କାରଣ ଆପଣ ଅସମୟରେ ଆସିଛନ୍ତି

ಸಮಾನಾರ್ಥಕ : କୁସମୟ, ଦୁଃସମୟ


ಇತರ ಭಾಷೆಗಳಿಗೆ ಅನುವಾದ :

समय के अनुसार नहीं या ग़लत समय पर।

मैं आपको एक पैसा भी नहीं दे सकता,क्योंकि आप बेवक्त पधारे हैं।
असमय, कुसमय, गलत वक्त पर, गलत समय पर, ग़लत वक़्त पर, ग़लत समय पर, बेमौके, बेवक़्त, बेवक्त

At an inconvenient time.

He arrived inopportunely just as we sat down for dinner.
She answered malapropos.
inopportunely, malapropos

ಅರ್ಥ : ଅନୁପଯୁକ୍ତ ସମୟରେ

ಉದಾಹರಣೆ : ଆପଣ ଅସମୟରେ ଆସିଛନ୍ତି, ମୁଁ ଆପଣଙ୍କୁ କୌଣସି ସାହାଯ୍ୟ କରିପାରିବି ନାହିଁ

ಸಮಾನಾರ್ಥಕ : ଅବେଳ, ଅଭାବବେଳ