ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ
ಉದಾಹರಣೆ : ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା
ಸಮಾನಾರ್ಥಕ : ଅସ୍ଥିରତା, ଚିନ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भय, चिंता आदि के कारण मस्तिष्क की नसों के तन जाने की क्रिया जिससे विकलता बढ़ जाती है।
(psychology) a state of mental or emotional strain or suspense.
ಅರ್ಥ : କୌଣସି ଭୟଙ୍କର ବା ଚିନ୍ତାଜନକ ଘଟଣା କାରଣରୁ ଲୋକଙ୍କର ହେଉଥିବା ଭୟ ଯାହାର ଫଳ ସ୍ୱରୂପ ଲୋକେ ନିଜ ରକ୍ଷାର ଉପାୟ ଭାବିବାକୁ ଲାଗନ୍ତି
ಉದಾಹರಣೆ : ବମ୍ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା
ಸಮಾನಾರ್ಥಕ : ଉଦ୍ବେଗ, କ୍ଷୋଭ, ଭୟ
किसी विकट या चिंताजनक घटना के कारण लोगों को होनेवाला भय जिसके फलस्वरूप लोग अपनी रक्षा के उपाय सोचने लगते हैं।
An uncomfortable feeling of mental painfulness or distress.
ಸ್ಥಾಪನೆ