ಅರ್ಥ : ଅଳ୍ପ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ಸಮಾನಾರ್ಥಕ : ଅତ୍ୟଳ୍ପ, ଅଭାବ, କମ୍
ಇತರ ಭಾಷೆಗಳಿಗೆ ಅನುವಾದ :
Lack of an adequate quantity or number.
The inadequacy of unemployment benefits.ಅರ್ಥ : ଏକ ଅଳଂକାର
ಉದಾಹರಣೆ :
ଅଳ୍ପରେ ଆଧେୟ ଅପେକ୍ଷା ଆଧାରର ଅଳ୍ପତା ପ୍ରଦର୍ଶିତ କରାଯାଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
ಉದಾಹರಣೆ :
ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
ಸಮಾನಾರ್ಥಕ : ଅଳ୍ପାଂଶୀୟ, କମ୍, କିଛି, ନ୍ୟୁନାଂଶୀୟ, ନ୍ୟୂନ
ಇತರ ಭಾಷೆಗಳಿಗೆ ಅನುವಾದ :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।