ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଭଲ ବା କାମଯୋଗ୍ୟ ଜିନିଷ ଅଲଗା କରିବା
ಉದಾಹರಣೆ : ମାଲିକ ଚାକରଦ୍ୱାରା ଶସ୍ୟଗୁଡ଼ିକ ବଛାଉଛନ୍ତି
ಸಮಾನಾರ್ಥಕ : ବଛାଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अच्छी या काम की चीज़ें अलग करवाना।
Pick the best.
ಅರ್ಥ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ : ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
ಸಮಾನಾರ್ಥಕ : ତଡାଇବା, ବହିଷ୍କାର କରିବା, ବାହାର କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
निकालने का काम दूसरे से कराना।
ಸ್ಥಾಪನೆ