ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅର୍ଥଦଣ୍ଡ ଦେବା ବା ଜୋରିମାନା କରିବା
ಉದಾಹರಣೆ : ଅନ୍ୟର ଖେତରେ ଗୋରୁ ଚରାଇବା କାରଣରୁ ତାକୁ ଜୋରିମାନା ଦେବାକୁ ପଡ଼ିଲା
ಸಮಾನಾರ್ಥಕ : ଜୋରିମାନା, ତଣ୍ଡ
ಅರ್ಥ : କୌଣସି ପ୍ରକାର ଅପରାଧ,ଦୋଷ ବା ଭୁଲ୍ କଲେ ଦଣ୍ଡ ସ୍ବରୂପ ଯେଉଁ ଅର୍ଥ ଦେବାକୁ ପଡେ
ಉದಾಹರಣೆ : ସେ ଜରିମାନା ଦେବାକୁ ମନା କରିଦେଲେ
ಸಮಾನಾರ್ಥಕ : ଅର୍ଥଦଂଡ, ଜରିମାନା, ଫାଇନ୍
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह धन जो किसी प्रकार का अपराध, दोष या भूल करने पर दंड स्वरूप देना पड़ता है।
A payment required for not fulfilling a contract.
ಅರ್ಥ : ଅପରାଧୀଙ୍କ ଠାରୁ କିଛି ଧନ ଆଦାୟ କରିବା ଦଣ୍ଡ
ಉದಾಹರಣೆ : ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା ଦେବାକୁ ହେଲା
ಸಮಾನಾರ್ಥಕ : ଜୋରିମାନା, ଫାଇନ୍
वह दंड जिसमें किसी से किसी प्रकार की चूक, त्रुटि या भूल होने पर उससे कुछ धन लिया जाता है।
Money extracted as a penalty.
ಅರ್ಥ : କୌଣସି ପ୍ରକାରର ତ୍ରୁଟି ବା ଭୁଲ୍ କଲେ କୌଣସି ଅଧିକାରୀଙ୍କ ଦ୍ବାରା ଦିଆ ଯାଉଥିବା ଅର୍ଥ ଦଣ୍ଡ
ಉದಾಹರಣೆ : ପାଠାଗାରରେ ପନ୍ଦର ଦିନ ଭିତରେ ବହି ନ ଫେରାଇଲେ,ଦୈନିକ ଜରିମାନା ଏକଟଙ୍କା
ಸಮಾನಾರ್ಥಕ : ଅର୍ଥଦଂଡ, ଜରିମାନା
ಸ್ಥಾಪನೆ