ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମହାପୁରୁଷଙ୍କ ଆଗମନ ସମୟରେ ତାଙ୍କ ହାତ ଧୋଇବାପାଇଁ ଦିଆ ଯାଉଥିବା ଜଳ
ಉದಾಹರಣೆ : ସେ ନଇଁପଡ଼ି ତାଙ୍କ ଗୁରୁଙ୍କ ହାତରେ ଅର୍ଘ୍ୟ ଢାଳିବା ଆରମ୍ଭ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
महापुरुष के आगमन पर हाथ धुलाने के लिए दिया जाने वाला जल।
ಅರ್ಥ : କୌଣସି ଜଳ ବା ଜଳରେ ମିଶାଯାଇଥିବା ଅନ୍ନ, ଦୁଧ, ଦହି, ଫୁଲଆଦି ଯାହା ଦେବତାଆଦିଙ୍କୁ ଅର୍ପଣ କରାଯାଇଥାଏ
ಉದಾಹರಣೆ : ମୋର ବୁଢ଼ାବାପା ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତି
वह जल या जल में मिला अन्न, दूध, दही, फूल आदि जो किसी देवता आदि को अर्पित किया जाता है।
ಅರ್ಥ : ପାଣି ଛିଟିକିବାର ପ୍ରକ୍ରିୟା
ಉದಾಹರಣೆ : ପୂଜା ଆରମ୍ଭ କରିବାପୂର୍ବରୁ ଅର୍ଘ୍ୟର ଆବଶ୍ୟକ ଥାଏ
जल छिड़कने की क्रिया।
ಅರ್ಥ : ବରଯାତ୍ରୀ ଆସିବା ପରେ ସେମାନଙ୍କୁ ଦିଆଯାଉଥିବା ଜଳ
ಉದಾಹರಣೆ : ବରଯାତ୍ରୀ ଦୁଆର ନିକଟରେ ପହଞ୍ଚି ଗଲେଣି, ମାତ୍ର ଅର୍ଘ୍ୟ ଏବେସୁଦ୍ଧା ପହଞ୍ଚି ନାହିଁ
वह जल जो बारात के आने पर भेजा जाता है।
ಅರ್ಥ : କାହାରି ଆଗମନର ପ୍ରସନ୍ନତା ପ୍ରକଟ କରିବାପାଇଁ ଗଡ଼େଇ ଦିଆଯାଉଥିବା ଜଳ
ಉದಾಹರಣೆ : ସେ ମଥାରେ ଅର୍ଘ୍ୟ ନେଇ ନବବଧୂର ଆଗମନର ପ୍ରତୀକ୍ଷା କଲେ
किसी के आने पर प्रसन्नता प्रकट करने के लिए लुढ़काया जाने वाला जल।
ಸ್ಥಾಪನೆ