ಅರ್ಥ : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
ಉದಾಹರಣೆ :
ପଢ଼ିବାକୁ ତାହାର ଅରୁଚି ରହିଛି
ಸಮಾನಾರ್ಥಕ : ଅନିଚ୍ଛା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ
ಉದಾಹರಣೆ :
ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ
ಸಮಾನಾರ್ಥಕ : ଅରୁଚିରୋଗ
ಇತರ ಭಾಷೆಗಳಿಗೆ ಅನುವಾದ :