ಅರ್ಥ : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ
ಉದಾಹರಣೆ :
ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା
ಸಮಾನಾರ್ಥಕ : ପ୍ରତିଭୂତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ
ಉದಾಹರಣೆ :
ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ
ಇತರ ಭಾಷೆಗಳಿಗೆ ಅನುವಾದ :
The delivery of personal property in trust by the bailor to the bailee.
bailmentಅರ್ಥ : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି
ಉದಾಹರಣೆ :
ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା
ಅರ್ಥ : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା
ಉದಾಹರಣೆ :
ମୁଁ ଅମାନତକୁ ଡରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ
ಉದಾಹರಣೆ :
ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :