ಅರ್ಥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
ಉದಾಹರಣೆ :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ಸಮಾನಾರ್ಥಕ : ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି, ବିକାଶ
ಇತರ ಭಾಷೆಗಳಿಗೆ ಅನುವಾದ :
Gradual improvement or growth or development.
Advancement of knowledge.ಅರ್ಥ : ଭଲ ଉନ୍ନତ ଅବସ୍ଥା
ಉದಾಹರಣೆ :
ଛତିଶଗଡ଼ର ଅଭ୍ୟୁନ୍ନତି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି
ಸಮಾನಾರ್ಥಕ : ଅଭ୍ୟୁନ୍ନତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା
ಉದಾಹರಣೆ :
୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା
ಸಮಾನಾರ್ಥಕ : ଉଦୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉନ୍ନତିର ଯୋଗ୍ୟ
ಉದಾಹರಣೆ :
ଆମକୁ ଅଭ୍ୟୁଦୟ କର୍ମ ହିଁ କରିବା ଆବଶ୍ୟକ
ಸಮಾನಾರ್ಥಕ : ଉନ୍ନତିଯୋଗ୍ୟ, ଶ୍ରୀବୃଦ୍ଧି
ಇತರ ಭಾಷೆಗಳಿಗೆ ಅನುವಾದ :