ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଭିଷିକ୍ତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଭିଷିକ୍ତ   ବିଶେଷଣ

ಅರ್ಥ : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି

ಉದಾಹರಣೆ : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ

ಸಮಾನಾರ್ಥಕ : ସ୍ନାତ


ಇತರ ಭಾಷೆಗಳಿಗೆ ಅನುವಾದ :

बाधा-शांति के निमित्त जिस पर मंत्र पढ़कर जल छिड़का गया हो।

पंडितजी ने नए भवन को अभिषिक्त किया।
अभिषिक्त

ಅರ್ಥ : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି

ಉದಾಹರಣೆ : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି

ಸಮಾನಾರ್ಥಕ : ସ୍ନାତ


ಇತರ ಭಾಷೆಗಳಿಗೆ ಅನುವಾದ :

विधिपूर्वक स्नान कराया हुआ या जिसका अभिषेक किया गया हो।

पुजारी अभिषिक्त पुष्पों को भक्तों में बाँट रहे हैं।
अभिषिक्त

ಅರ್ಥ : ଯାହା ଛିଞ୍ଚା ଯାଇଛି

ಉದಾಹರಣೆ : ଜଳ ସେଚିତ ଖେତକୁ ଯାଅ ନାହିଁ, ପାଦରେ ଭିଜା ମାଟି ଲାଗିଯିବଏହି ଚିଠି ଅଶ୍ରୁରେ ସିକ୍ତ ହୋଇଛି୤

ಸಮಾನಾರ್ಥಕ : ସିକ୍ତ, ସେଚିତ


ಇತರ ಭಾಷೆಗಳಿಗೆ ಅನುವಾದ :

जिसकी सिंचाई की गई हो।

सिंचित खेत में मत जाओ, पैर में गीली मिट्टी लगेगी।
यह पत्र अश्रु से अभिषिक्त है।
अभिवृष्ट, अभिषिक्त, अभ्युक्षित, उक्षित, सिंचा, सिंचित, सिक्त, सेचित

ಅರ್ಥ : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି

ಉದಾಹರಣೆ : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ

ಸಮಾನಾರ್ಥಕ : ସ୍ନାତ


ಇತರ ಭಾಷೆಗಳಿಗೆ ಅನುವಾದ :

विधिपूर्वक जल छिड़ककर अधिकार का भार दिया हुआ।

राम ने समुद्र जल से विभीषण को अभिषिक्त किया।
अभिषिक्त

ಅರ್ಥ : ଯାହାର ଅଭିଷେକ କରାଯାଇଛି

ಉದಾಹರಣೆ : ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

जिसका अभिषेक किया गया हो।

अभिषेचित राजकुमार अपना कार्यभार भली-भाँति सम्भाल रहे हैं।
अभिषेचित