ಅರ್ಥ : ଭିନ୍ନତ୍ୱର ଅଭାବ
ಉದಾಹರಣೆ :
ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର
ಸಮಾನಾರ್ಥಕ : ଅଭିନ୍ନତ୍ୱ, ଏକରୂପତା, ସମରୂପତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of lacking diversity or variation (even to the point of boredom).
uniformity, uniformness