ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅବ୍ୟାପ୍ତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅବ୍ୟାପ୍ତି   ବିଶେଷ୍ୟ

ಅರ್ಥ : ବ୍ୟାପ୍ତିର ଅଭାବ ବା ବ୍ୟାପ୍ତ ନହେବାର ଅବସ୍ଥା ବା ଭାବ

ಉದಾಹರಣೆ : ଜଳ ସଂକଟ କଷ୍ଟପ୍ରଦ

ಸಮಾನಾರ್ಥಕ : ସଂକଟ


ಇತರ ಭಾಷೆಗಳಿಗೆ ಅನುವಾದ :

व्याप्ति का अभाव या व्याप्त न होने की अवस्था या भाव।

जल की अव्याप्ति कष्टप्रद है।
अव्याप्ति

ಅರ್ಥ : ସାହିତ୍ୟ ଏବଂ ତର୍କ ଶାସ୍ତ୍ରରେ, କଥନ, ବାଖ୍ୟା ଆଦିର ଏଭଳି ରୂପ ବା ସ୍ଥିତି ଯେଉଁଥିରେ କୁହାଯାଉଥିବା କଥା, ନିର୍ଦ୍ଦେଶ କରାଯାଉଥିବା ଲକ୍ଷଣ ବା ଦିଆ ହେଉଥିବା ବିବରଣ ସମ୍ପୂର୍ଣ୍ଣ ଅଭିପ୍ରେତ ତତ୍ତ୍ୱ ବା ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ବା ସବୁ ଜାଗାରେ ସମାନ ରୂପରେ ଘଟି ନଥାଏ

ಉದಾಹರಣೆ : ଅବ୍ୟାପ୍ତିକୁ ଦୋଷଭାବରେ ଗ୍ରହଣ କରାଯାଏ


ಇತರ ಭಾಷೆಗಳಿಗೆ ಅನುವಾದ :

साहित्य और तर्क शास्त्र में, कथन, व्याख्या आदि का ऐसा रूप या स्थिति जिसमें कहीं हुई बात, बतलाया हुआ लक्षण या दिया हुआ विवरण सारे अभिप्रेत तत्त्व या लक्ष्य पर पूरी तरह से या सब जगह समान रूप से न घटे।

अव्याप्ति को दोष माना गया है।
अव्याप्ति