ಅರ್ಥ : ଔଷଧ ଆଦି କାରଣରୁ ରୋଗୀର ଶରୀରରୁ ଝାଳ ବୋହିବାର କ୍ରିୟା
ಉದಾಹರಣೆ :
ଅବସେଚନ ଯୋଗୁଁ ଜ୍ବର ଓଲ୍ଲାଇ ଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୋକ, ଶିଙ୍ଗୀ ଆଦିଙ୍କ ଦ୍ବାରା ଶରୀରରୁ ରକ୍ତ ବାହାର କରିବାର କ୍ରିୟା
ಉದಾಹರಣೆ :
ପୁରୁଣା ଘା’ର ଉପଚାର ନିମନ୍ତେ ଅବସେଚନ କରିବା ବହୁ ପରୀକ୍ଷିତ
ಇತರ ಭಾಷೆಗಳಿಗೆ ಅನುವಾದ :
जोंक, सींगी आदि द्वारा शरीर से रक्त निकालने की क्रिया।
जीर्ण घावों के उपचार में अवसेचन कारगर सिद्ध होता है।