ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅପ୍ରତିକାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅପ୍ରତିକାର   ବିଶେଷ୍ୟ

ಅರ್ಥ : ପ୍ରତିଶୋଧର ଅଭାବ

ಉದಾಹರಣೆ : ପ୍ରତିଶୋଧହୀନତାରୁ ଶାନ୍ତି ମିଳେ

ಸಮಾನಾರ್ಥಕ : ପ୍ରତିଶୋଧହୀନତା


ಇತರ ಭಾಷೆಗಳಿಗೆ ಅನುವಾದ :

प्रतिकार का अभाव।

अप्रतिकार से शांति मिलती है।
अप्रतिकार

ಅರ್ಥ : ଉପାୟ ବା ଉଦ୍ୟମର ଅଭାବ

ಉದಾಹರಣೆ : ପ୍ରତିକାରହୀନ ସ୍ଥିତିରେ ସବୁକିଛି ଭାଗ୍ୟ ଉପରେ ଛାଡ଼ିଦେବା ହିଁ ଉଚିତ

ಸಮಾನಾರ್ಥಕ : ଉପଶମହୀନ, ନିବାରଣହୀନ, ପ୍ରତିକାରହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

उपाय या तदबीर का अभाव।

अप्रतिकार की स्थिति में सब कुछ भाग्य पर छोड़ देना ही उचित होगा।
अप्रतिकार

ଅପ୍ରତିକାର   ବିଶେଷଣ

ಅರ್ಥ : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ಉದಾಹರಣೆ : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

ಸಮಾನಾರ್ಥಕ : ଅପାର, ଅସୀମ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

ಅರ್ಥ : ଉପାୟ ବା ଉଦ୍ୟମ ନ କରିବା ବ୍ୟକ୍ତି

ಉದಾಹರಣೆ : ଉଦ୍ୟମହୀନ ବ୍ୟକ୍ତି ସମସ୍ୟାରେ ବୁଡ଼ିରହେ

ಸಮಾನಾರ್ಥಕ : ଉଦ୍ୟମହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

उपाय या तदबीर न करने वाला।

अप्रतिकारी व्यक्ति समस्याओं से घिरा रहता है।
अप्रतिकारी

ಅರ್ಥ : ଯାହାର ଉପାୟ ନାହିଁ

ಉದಾಹರಣೆ : ଉପାୟହୀନ ସମସ୍ୟାକୁ ସଜାଡ଼ିବାର ଚେଷ୍ଟା ବ୍ୟର୍ଥ ହେବ

ಸಮಾನಾರ್ಥಕ : ଉପାୟହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका उपाय न हो।

अप्रतिकार समस्या को सुलझाने का प्रयत्न व्यर्थ होगा।
अप्रतिकार