ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପୁତ୍ରହୀନ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ଜମୀଲା ଅପୁତ୍ରିକ ଦୁଃଖ ସହିପାରିଲା ନାହିଁ
ಸಮಾನಾರ್ಥಕ : ପୁତ୍ରହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पुत्रहीन होने की अवस्था या भाव।
ಅರ್ಥ : ଯେଉଁ ବ୍ୟକ୍ତିର ପୁତ୍ର ନ ଥାଏ
ಉದಾಹರಣೆ : ଅପୁତ୍ରିକ ପୁତ୍ର ଇଚ୍ଛାରେ ଦ୍ୱିତୀୟ ବିବାହ କଲା
ಸಮಾನಾರ್ಥಕ : ଆଣ୍ଢୁକୁଡ଼ା, ପୁତ୍ରହୀନ
वह व्यक्ति जिसके बेटे न हों।
ಅರ್ಥ : ଯାହାର ପୁଅ ନାହିଁ (ସ୍ତ୍ରୀ)
ಉದಾಹರಣೆ : ସେମାନେ ତାଙ୍କ ଅପୁତ୍ରିକ ବୋହୂର ବଞ୍ଚିବା କଷ୍ଟକର କରି ଦେଲେଣି
जिसे पुत्र न हो (स्त्री)।
ಅರ್ಥ : ଯେଉଁ(ପୁରୁଷ)ର ପୁତ୍ର ନାହିଁ
ಉದಾಹರಣೆ : ଆମର ପୁତ୍ରହୀନ ପଡ଼ୋଶୀ ବହୁତ ଦୁଃଖୀ ରହୁଛନ୍ତି
जिसे पुत्र न हो (पुरुष)।
ಸ್ಥಾಪನೆ