ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିନା ପଲକ ପକେଇ
ಉದಾಹರಣೆ : ସେ ଶୂନ୍ୟକୁ ଅପଲକ ଅନାଇଥିଲା
ಸಮಾನಾರ್ಥಕ : ନିର୍ନିମେଷ
ಅರ್ಥ : ପଲକ ନ ପକାଇ ବା ସ୍ଥିର ଦୃଷ୍ଟିରେ
ಉದಾಹರಣೆ : ପିଲାଟି ଅନିମେଷ ନୟନରେ ନିଜ ବାପାଙ୍କ ଆଡ଼କୁ ଚାହିଁ ରହିଥିଲା
ಸಮಾನಾರ್ಥಕ : ଅନିମେଷ, ଏକଦୃଷ୍ଟିରେ, ଏକାଗ୍ର, ନିର୍ନିମେଷ, ପଲକହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बिना पलक झपकाए या स्थिर दृष्टि से।
ಅರ್ಥ : ପଲକ ନ ପକାଇ ବା ଅପଲକ ଭାବରେ
ಉದಾಹರಣೆ : ସେ ଆଗନ୍ତୁକଙ୍କୁ ଅପଲକ ନୟନରେ ଦେଖୁଥିଲା
ಸಮಾನಾರ್ಥಕ : ଅନିମେଷ, ଏକଦୃଷ୍ଟି, ନିର୍ନିମେଷ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बिना पलक झपकाए या टकटकी बाँधे हुए।
Not shrinking from danger.
ಸ್ಥಾಪನೆ