ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅପଙ୍ଗ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅପଙ୍ଗ   ବିଶେଷ୍ୟ

ಅರ್ಥ : ଏହି କୁଷ୍ଠ ଯେଉଁଥିରେ ଅଙ୍ଗ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼େ

ಉದಾಹರಣೆ : ଚିକିତ୍ସକ ଗଳିତକୁଷ୍ଠରେ ପୀଡ଼ିତ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିଦେଲେ

ಸಮಾನಾರ್ಥಕ : ଗଳିତ ମହାବ୍ୟାଧି, ଗଳିତକୁଷ୍ଠ, ଗଳିତକୋଢ଼, ବଡ଼ରୋଗ


ಇತರ ಭಾಷೆಗಳಿಗೆ ಅನುವಾದ :

वह कोढ़ जिसमें अंग गलगल कर गिरने लगते हैं।

चिकित्सक ने गलितकुष्ट से पीड़ित रोगी को अस्पताल में भर्ती कर लिया।
गलित-कुष्ट, गलितकुष्ट

ଅପଙ୍ଗ   ବିଶେଷଣ

ಅರ್ಥ : ଯାହାର ହାତ କଟିଛି ବା କାମ କରିବା ପାଇଁ ଯୋଗ୍ୟ ନୁହେଁ

ಉದಾಹರಣೆ : ହାତଖଣ୍ଡି ବ୍ୟକ୍ତିଟି ସଡ଼କ ଉପରେ ଛିଡ଼ାହୋଇ ଭିକ ମାଗୁଥିଲା

ಸಮಾನಾರ್ಥಕ : ହାତଖଣ୍ଡି


ಇತರ ಭಾಷೆಗಳಿಗೆ ಅನುವಾದ :

जिसका हाथ कटा या काम करने योग्य न हो।

लूला व्यक्ति सड़क पर खड़े होकर भीख माँग रहा था।
लूला