ಅರ್ಥ : ଯେଉଁ ସଂସ୍କାରରେ ଛୋଟ ପିଲାକୁ ପ୍ରଥମ ଥର ଅନ୍ନ ଚଟାଇ ଦିଆଯାଏ
ಉದಾಹರಣೆ :
ଅନ୍ନପ୍ରାଶନ ସଂସ୍କାର ପୂର୍ବରୁ ମାଆର ଦୁଧ ପିଲାର ମୁଖ୍ୟ ଖାଦ୍ୟ ହୋଇଥାଏ
ಸಮಾನಾರ್ಥಕ : ଅନ୍ନପ୍ରାଶନ, ଅନ୍ନପ୍ରାଶନ ସଂସ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
वह संस्कार जिसमें छोटे बच्चे को पहले-पहल अन्न चटाया जाता है।
अन्नप्राशन संस्कार से पहले बच्चे का मुख्य आहार उसकी माँ का दूध होता है।