ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅନୁଷ୍ଠାନ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅନୁଷ୍ଠାନ   ବିଶେଷ୍ୟ

ಅರ್ಥ : ସୁଫଳ ପାଇବା ଇଛାରେ କୌଣସି ଦେବତାଙ୍କ ପୂଜା

ಉದಾಹರಣೆ : ବର୍ଷା ନ ହେଲେ ଲୋକମାନେ ଯଜ୍ଞ କରନ୍ତି

ಸಮಾನಾರ್ಥಕ : ଯଜ୍ଞ


ಇತರ ಭಾಷೆಗಳಿಗೆ ಅನುವಾದ :

किसी फल की इच्छा से किसी देवता की पूजा।

वर्षा न होने पर लोग अनुष्ठान करते हैं।
अनुष्ठान

The activity of worshipping.

worship

ಅರ್ಥ : ନିୟମ ଅନୁସାରେ କୌଣସି କାର୍ଯ୍ୟ କରିବାର ପ୍ରକ୍ରିୟା

ಉದಾಹರಣೆ : ଜେଜେମାଙ୍କର ପୂଜାବିଧି କୌଣସି ଅବସ୍ଥାରେ ବି ବନ୍ଦ ହୁଏନାହିଁ

ಸಮಾನಾರ್ಥಕ : ଓଷା, ପୂଜାବିଧି, ବ୍ରତ


ಇತರ ಭಾಷೆಗಳಿಗೆ ಅನುವಾದ :

नियमानुसार कोई कार्य करने की क्रिया।

दादी का अनुष्ठान किसी भी सूरत में भंग नहीं होता।
अनुष्ठान

Any customary observance or practice.

rite, ritual

ಅರ್ಥ : ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ

ಉದಾಹರಣೆ : ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି

ಸಮಾನಾರ್ಥಕ : ଇଷ୍ଟପୂର୍ତ୍ତି, ଧର୍ମକର୍ମ, ଧାର୍ମିକକାମ, ଧାର୍ମିକକାର୍ଯ୍ୟ, ଧାର୍ମିକକୃତ୍ୟ


ಇತರ ಭಾಷೆಗಳಿಗೆ ಅನುವಾದ :

The prescribed procedure for conducting religious ceremonies.

ritual