ಅರ್ಥ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
ಉದಾಹರಣೆ :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
ಸಮಾನಾರ್ಥಕ : ସମର୍ଥନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of providing approval and support.
His vigorous backing of the conservatives got him in trouble with progressives.ಅರ್ಥ : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ
ಉದಾಹರಣೆ :
ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ
ಇತರ ಭಾಷೆಗಳಿಗೆ ಅನುವಾದ :
Enthusiastic approval.
The book met with modest acclaim.ಅರ್ಥ : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା
ಉದಾಹರಣೆ :
ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ
ಸಮಾನಾರ್ಥಕ : ଅଭିପୋଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।
अभी इसका मंत्रीजी से अभिपोषण कराना होगा।Making something valid by formally ratifying or confirming it.
The ratification of the treaty.