ಅರ್ಥ : ଆସକ୍ତ ନହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି
ಸಮಾನಾರ್ಥಕ : ଆସକ୍ତିହୀନତା, ନିର୍ଲିପ୍ତତା, ବୈରାଗ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
आसक्त न होने की अवस्था या भाव।
अनासक्ति के कारण ही लोग वैराग्य धारण कर लेते हैं।ಅರ್ಥ : ନିର୍ଲିପ୍ତ ରହିବାର ଅବସ୍ଥା ବା ଭାବ
ಉದಾಹರಣೆ :
ନିର୍ଲିପ୍ତତା ଗୋଟିଏ ମହାନ ସାଧନା
ಸಮಾನಾರ್ಥಕ : ଅସଂପୃକ୍ତି, ନିର୍ଲିପ୍ତତା
ಇತರ ಭಾಷೆಗಳಿಗೆ ಅನುವಾದ :
The state of being isolated or detached.
The insulation of England was preserved by the English Channel.