ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସଙ୍ଗୀତରେ ତାଳର ଏକ ଭେଦ
ಉದಾಹರಣೆ : ସଙ୍ଗୀତଜ୍ଞ ଅନାଗତ ବିଷୟରେ କହୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
संगीत में ताल का एक भेद।
ಅರ್ಥ : ଯେ ଜନ୍ମ ନେଇ ନାହାନ୍ତି
ಉದಾಹರಣೆ : ବ୍ରହ୍ମ ହେଉଛନ୍ତି ଅଜନ୍ମା
ಸಮಾನಾರ್ಥಕ : ଅଜ, ଅଜନ୍ମା, ଅଜାତ, ଅଯୋନି, ଜନ୍ମରହିତ, ଜନ୍ମଶୂନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसने योनि से जन्म न लिया हो।
Not yet brought into existence.
ಅರ್ಥ : ଯେ ଆସି ନାହିଁ
ಉದಾಹರಣೆ : ଆମେ ଆପଣାର ଅନାଗତ ବନ୍ଧୁଙ୍କ ପ୍ରତୀକ୍ଷା କରୁଛୁ
जो न आया हो।
ಸ್ಥಾಪನೆ