ಅರ್ಥ : ପତିତ ହେବା ଅବା ପଡ଼ିଯିବାର ଅବସ୍ଥା
ಉದಾಹರಣೆ :
ତାର ଅଧୋଗତିପାଇଁ ମୋତେ ଲଜ୍ଜା ଲାଗୁଛି
ಸಮಾನಾರ್ಥಕ : ନୀଚକର୍ମ, ପତିତଅବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
ಉದಾಹರಣೆ :
ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
ಇತರ ಭಾಷೆಗಳಿಗೆ ಅನುವಾದ :
जो कम हो रहा हो या नीचे जा रहा हो।
उन दोनों के बीच घटते अपनेपन से मैं विचलित हुआ।Becoming less or smaller.
decreasing