ಅರ್ಥ : ରୋକିବାର ପ୍ରକ୍ରିୟା
ಉದಾಹರಣೆ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
ಸಮಾನಾರ್ಥಕ : ଗତିରୋଧ କରିବା, ବନ୍ଦକରିବା, ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
ಉದಾಹರಣೆ :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
ಸಮಾನಾರ್ಥಕ : ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
ಉದಾಹರಣೆ :
ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେପରି କଲେ କୌଣସି କାମ ଅଧା ରହେ
ಉದಾಹರಣೆ :
ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
ಸಮಾನಾರ್ಥಕ : ଝୁଲେଇ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
ಉದಾಹರಣೆ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
ಇತರ ಭಾಷೆಗಳಿಗೆ ಅನುವಾದ :