ಅರ್ಥ : ଯାହାକୁ କେହି ଜିତିପାରନ୍ତି ନାହିଁ ବା ଯାହାକୁ ଜିତି ହୁଏନାହିଁ
ಉದಾಹರಣೆ :
ମୃତ୍ୟୁ ଅଜେୟ
ಸಮಾನಾರ್ಥಕ : ଅଜେୟ, ଅପରାଜୟ, ଦୁର୍ଜେୟ
ಇತರ ಭಾಷೆಗಳಿಗೆ ಅನುವಾದ :
Incapable of being overcome or subdued.
An invincible army.ಅರ್ಥ : ଯେ ବିତର୍କରେ ନିରୁତ୍ତର ହୁଏ ନାହିଁ, ଏବଂ ଏଥିପାଇଁ ହାରେ ନାହିଁ
ಉದಾಹರಣೆ :
ଗାର୍ଗୀ ରାଜା ଜନକଙ୍କ ଦରବାରରେ ଅପରାଜିତ ଯାଜ୍ଞବଳ୍କଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ
ಸಮಾನಾರ್ಥಕ : ଅପରାଜିତ
ಇತರ ಭಾಷೆಗಳಿಗೆ ಅನುವಾದ :
जो वाद में निरुत्तर न हुआ हो,और इसीलिए हारा न हो।
गार्गी ने राजा जनक के दरबार में अहीनवादी याज्ञवल्क्य से शास्त्रार्थ किया था।