ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଛୁଆଁ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଛୁଆଁ   ବିଶେଷ୍ୟ

ಅರ್ಥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ଚତୁର୍ଥ ତଥା ଶେଷ ବର୍ଣ୍ଣର ବ୍ୟକ୍ତି

ಉದಾಹರಣೆ : ଆଜି ବି ଗାଁର କିଛି ଲୋକ ଶୂଦ୍ରମାନଙ୍କୁ ଛୁଇଁବା ପାପ ବୋଲି ଭାବନ୍ତି

ಸಮಾನಾರ್ಥಕ : ଅଚ୍ଛୁତ, ଅନ୍ତେବାସୀ, ଶୂଦ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

हिन्दुओं के चार वर्णों में से चौथे और अंतिम वर्ण का व्यक्ति।

आज भी कुछ लोग शूद्रों को छूना पाप समझते हैं।
अंतेवासी, अंत्यज, अछूत, अन्तेवासी, अन्त्यज, पादज, महत्तर, मार्जारीय, मार्जालीय, वृषल, शूद्र

A member of the lowest or worker Hindu caste.

shudra, sudra

ಅರ್ಥ : ଯାହାକୁ ଛୁଇଁବା ଅନୁଚିତ ବା ଯାହା ଛୁଇଁବା ଯୋଗ୍ୟ ନୁହେଁ

ಉದಾಹರಣೆ : ଅସ୍ପୃଶ୍ୟଙ୍କ ପ୍ରତି ହେଉଥିବା ଅବିଚାର ଆଜିକାଲି କମିଗଲାଣି

ಸಮಾನಾರ್ಥಕ : ଅଛୁତ, ଅସ୍ପୃଶ୍ଯ


ಇತರ ಭಾಷೆಗಳಿಗೆ ಅನುವಾದ :

वह जिसे छूना नहीं चाहिए या वह जो न छूने योग्य हो।

अछूत के छू जाने के कारण वह नहाने गई है।
अंतावशायी, अछूत, अन्तावशायी, अपरस, अस्पर्शनीय, अस्पृश्य

Belongs to lowest social and ritual class in India.

harijan, untouchable

ଅଛୁଆଁ   ବିଶେଷଣ

ಅರ್ಥ : ଯାହା କାମରେ ଲଗାଯାଇ ନ ପାରେ

ಉದಾಹರಣೆ : ତାର ଜୀବନ ଆଧ୍ୟାତ୍ମିକ ବିଷୟରୁ ଅଛୁଆଁ ରହିଲା


ಇತರ ಭಾಷೆಗಳಿಗೆ ಅನುವಾದ :

जो बरता या काम में न लाया गया हो।

उसका जीवन अध्यात्म से अछूता रहा।
अछूता, अनछुआ, अभोग, इलाहीमुहर

Not having come in contact.

untouched

ಅರ್ಥ : ଯାହା ଛୁଆଁ ଯାଇନାହିଁ

ಉದಾಹರಣೆ : ଡବାରେ ରଖାଯାଇଥିବା ମିଠେଇ ଅଛୁଆଁ ମୋ ଜୀବନର କିଛି ଅସ୍ପର୍ଶିତ ପକ୍ଷ ମଧ୍ୟ ଅଛି

ಸಮಾನಾರ್ಥಕ : ଅସ୍ପର୍ଶିତ