ಅರ್ಥ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ
ಉದಾಹರಣೆ :
ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାତ ଅଙ୍ଗୁଳିର ଗୋଟିଏ ଶିରାରୁ ଅନ୍ୟଶିରା ପର୍ଯ୍ୟନ୍ତ ଦୂରତା
ಉದಾಹರಣೆ :
ଲେଖିବା ସମୟରେ ଦୁଇଟି ଶବ୍ଦ ମଧ୍ୟରେ ଏକ ଆଙ୍ଗୁଳ ଦୂରତା ରହିବା ଦରକାର
ಸಮಾನಾರ್ಥಕ : ଆଙ୍ଗୁଳ
ಇತರ ಭಾಷೆಗಳಿಗೆ ಅನುವಾದ :
The length of breadth of a finger used as a linear measure.
digit, finger, finger's breadth, fingerbreadthಅರ್ಥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
ಉದಾಹರಣೆ :
ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
ಸಮಾನಾರ್ಥಕ : ଅଙ୍ଗୁଳ, ଆଙ୍ଗୁଳ, ଆଙ୍ଗୁଳି
ಇತರ ಭಾಷೆಗಳಿಗೆ ಅನುವಾದ :
The length of breadth of a finger used as a linear measure.
digit, finger, finger's breadth, fingerbreadth