ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଙ୍ଗଛେଦନ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଙ୍ଗଛେଦନ   ବିଶେଷ୍ୟ

ಅರ್ಥ : କୌଣସି ଅଙ୍ଗ ଆଦିକୁ କାଟି ଅଲଗା କରିବାର କ୍ରିୟା

ಉದಾಹರಣೆ : ଏକଥା ଶୁଣିବାକୁ ମିଳେ ଯେ ଶାହାଜାହାନ ତାଜମହଲ ନିର୍ମାଣ ସରିବା ପରେ ଏହାର କାରିଗରମାନଙ୍କ ଅଙ୍ଗଛେଦନ କରାଇଦେଇଥିଲେ


ಇತರ ಭಾಷೆಗಳಿಗೆ ಅನುವಾದ :

किसी अंग आदि को काटकर अलग करने की क्रिया।

ऐसा सुनने में आता है कि शाहजहाँ ने ताजमहल बनानेवाले कारीगरों का ताजमहल बनने के बाद अंगच्छेदन करा दिया था।
अंगच्छेदन

ಅರ್ಥ : ଶରୀରର କୌଣସି ଅଙ୍ଗ ବା ଅବୟବ କାଟି ବାହାର କରିଦେବା ବା ଅଲଗା କରିବା କ୍ରିୟା

ಉದಾಹರಣೆ : କର୍କଟ ରୋଗ କାରଣରୁ ତାକୁ ନିଜ ଗୋଡ଼ର ଅଙ୍ଗଛେଦନ କରିବାକୁ ପଡ଼ିଲା


ಇತರ ಭಾಷೆಗಳಿಗೆ ಅನುವಾದ :

शरीर का कोई अंग या अवयव काटकर निकालने या अलग करने की क्रिया।

कैंसर के कारण उसे अपने पैर का अंगछेदन कराना पड़ा।
अंगच्छेद, अंगछेद, अंगछेदन, अंगविच्छेद, अंगविच्छेदन

A surgical removal of all or part of a limb.

amputation