ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ
ಉದಾಹರಣೆ : ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ
ಸಮಾನಾರ್ಥಕ : ମୁନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु आदि का आगे की ओर निकला हुआ पतला भाग।
A sharp point (as on the end of a spear).
ಅರ್ಥ : କୌଣସି ବସ୍ତୁଆଦିର ଅଗ୍ରଭାଗ
ಉದಾಹರಣೆ : ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି
ಸಮಾನಾರ್ಥಕ : ଅଗ୍ରଭାଗ, ଆଗ
किसी वस्तु आदि के आगे का भाग।
The side that is seen or that goes first.
ಸ್ಥಾಪನೆ