ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାଠ ଅଥବା ଲୁହା ଅକ୍ଷ ଯାହା ଉପରେ ଚକ ବୁଲେ
ಉದಾಹರಣೆ : ଅଖ ଘସି ହୋଇ ଭାଙ୍ଗି ଗଲା
ಸಮಾನಾರ್ಥಕ : ଅକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
लकड़ी अथवा लोहे का डंडा जिस पर गड़ारी घूमती है।
ಅರ್ಥ : ଲୁହା ତିଆରି ଦଣ୍ଡ ଯାହାର ଦୁଇ ମୁଣ୍ଡରେ ଗାଡ଼ିର ଚକପଇ ଲାଗିରହିଥାଏ
ಉದಾಹರಣೆ : ଦୁର୍ଘଟଣା ସମୟରେ ଗାଡ଼ିର ଗୋଟିଏ ଚକ ଅଖରୁ ଖସିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लोहे आदि का वह डंडा जिसके दोनों सिरों पर गाड़ी आदि के पहिए लगे रहते हैं।
A shaft on which a wheel rotates.
ಅರ್ಥ : ଯେଉଁ କାଠିଦ୍ୱାରା କୁମ୍ଭାର ଚକକୁ ଘୁରାଏ
ಉದಾಹರಣೆ : କୁମ୍ଭାର ଅଖ ଦ୍ୱାରା ଚକକୁ ଯୋରରେ ଘୁରାଉଛି
वह डंडा जिससे कुम्हार चाक को घुमाता है।
ಸ್ಥಾಪನೆ