ಅರ್ಥ : ମାଙ୍ଗଳିକ ଅବସରରେ ପୂଜାଆଦିକାମରେ ଲାଗୁଥିବା ଅରୁଆଚାଉଳ ଯାହା ପ୍ରାୟତଃ ଦହି, ହଳଦୀ,ଚନ୍ଦନ,କେଶର ଆଦିରେ ରଞ୍ଜିତ ହୋଇଥାଏ
ಉದಾಹರಣೆ :
ବିବାହ ସମୟରେ ଅକ୍ଷତକୁ ବର ବଧୂଙ୍କ ମଥାରେ ଲଗାଯାଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
मांगलिक अवसरों पर पूजा आदि के काम में आनेवला वह कच्चा चावल जो प्रायः दही, रोली, चंदन, केसर आदि में रंगा हुआ होता है।
विवाह के समय आखत को वर वधू के माथे पर लगाया जाता है।Grains used as food either unpolished or more often polished.
riceಅರ್ಥ : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
ಉದಾಹರಣೆ :
ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Not wounded.
unwoundedಅರ್ಥ : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ
ಉದಾಹರಣೆ :
ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
Not injured physically or mentally.
uninjured