ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅକର୍ମଣ୍ୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅକର୍ମଣ୍ୟ   ବିଶେଷ୍ୟ

ಅರ್ಥ : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି

ಉದಾಹರಣೆ : ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ

ಸಮಾನಾರ್ಥಕ : ପଙ୍ଗୁ


ಇತರ ಭಾಷೆಗಳಿಗೆ ಅನುವಾದ :

वह जिसके हाथ या पैर में विकृति हो।

सरकस में लुंजों का कारनामा देखकर दर्शक हैरान थे।
लँगड़ा-लूला, लुंज, लुजा, लूला-लँगड़ा

ଅକର୍ମଣ୍ୟ   ବିଶେଷଣ

ಅರ್ಥ : କାମ କରିବା ପାଇଁ ଅସମର୍ଥ

ಉದಾಹರಣೆ : ଆମେ ଅକର୍ମଣ୍ୟ ଲୋକଙ୍କର ସହାୟତା କରିବା ଉଚିତ

ಅರ್ಥ : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ

ಉದಾಹರಣೆ : ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ

ಸಮಾನಾರ್ಥಕ : ପଙ୍ଗୁ, ଶାରିରୀକ ଅକ୍ଷମ


ಇತರ ಭಾಷೆಗಳಿಗೆ ಅನುವಾದ :

जिसके हाथ या पैर में विकृति हो।

इस प्रयोगिता में केवल लुंज व्यक्ति ही भाग ले सकता है।
लँगड़ा-लूला, लुंज, लुजा, लूला-लँगड़ा

Disabled in the feet or legs.

A crippled soldier.
A game leg.
crippled, game, gimpy, halt, halting, lame

ಅರ್ಥ : ଯେଉଁ ବ୍ୟକ୍ତି କୌଣସି କାମ କରିବାପାଇଁ ଯୋଗ୍ୟ ନୁହେଁ

ಉದಾಹರಣೆ : ଅକର୍ମା ବ୍ୟକ୍ତି ସମସ୍ତଙ୍କ ପାଇଁ ବୋଝ ସଦୃଶ

ಸಮಾನಾರ್ಥಕ : ଅକର୍ମା, ଅଯୋଗ୍ୟ, ନିକମା