ಅರ್ಥ : ନୀତି ବିରୋଧ ହେଉଥିବା କାର୍ଯ୍ୟ
ಉದಾಹರಣೆ :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ಸಮಾನಾರ್ಥಕ : ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ, ମନ୍ଦକର୍ମ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କର୍ମର ଅଭାବ
ಉದಾಹರಣೆ :
ସେ ଅକର୍ମରୁ କର୍ମ ଆଡ଼କୁ ଅଗ୍ରସର ହେଲେ
ಸಮಾನಾರ್ಥಕ : ଅକାର୍ଯ୍ୟ, କର୍ମହୀନତା, କାର୍ଯ୍ୟହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ କାର୍ଯ୍ୟ କରିବା ଅନାବଶ୍ୟକ ବା ଅନୁଚିତ
ಉದಾಹರಣೆ :
ଆମ୍ଭେମାନେ ଖରାପକାମଠାରୁ ଦୂରରେ ରହିବା ଉଚିତ
ಸಮಾನಾರ್ಥಕ : ଖରାପକାମ, ମନ୍ଦକାମ, ମନ୍ଦକାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :