ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛିଦ୍ର ହୋଇନଥିବା
ಉದಾಹರಣೆ : ଅଛିଦ୍ର ପାତ୍ରରେ ଢଙ୍କାହେବାରୁ ଦୀପଟି ଲିଭିଗଲା
ಸಮಾನಾರ್ಥಕ : ଅଛିଦ୍ର, ଅଫୋଡା, ଛିଦ୍ରହୀନ
ಅರ್ಥ : ଯେଉଁଥିରେ କଣା ନାହିଁ
ಉದಾಹರಣೆ : ବୁନ୍ଦାବୁନ୍ଦା ପାଣି ଗଳିବାପାଇଁ ସେ ଛିଦ୍ରହୀନ ଲୋଟାରେ କଣାକରି ଶିବଲିଙ୍ଗ ଉପରେ ଟାଙ୍ଗିଦେଲେ
ಸಮಾನಾರ್ಥಕ : ଅଛିଦ୍ର, ଅବିନ୍ଧା, ଛିଦ୍ରହୀନ, ରନ୍ଧ୍ରହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसमें छिद्र न हो।
Not perforated. Having no opening.
ಸ್ಥಾಪನೆ