Meaning : ଯେଉଁଥିରେ ଜୀବନୀ ଶକ୍ତି, ଉପଯୋଗିତା ବା କ୍ରିୟାଶୀଳତା ସରିଯାଇଛି
Example :
କିଛି ପ୍ରାଚୀନ ଭାଷା ଆଜି ମୃତ ହୋଇଯାଇଛନ୍ତି
Translation in other languages :
Meaning : ଯାହା ମରିଯାଇଛି
Example :
ସେ ମୃତ ବ୍ୟକ୍ତିଙ୍କୁ କବର ଦେବାପାଇଁ ଯାଉଛି ସେ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଗୋଟିଏ ଡାକ୍ତରଖାନା ତିଆରିକଲେ
Synonyms : ଦିବଙ୍ଗତ, ପରଲୋକଗତ, ପରଲୋକବାସୀ, ସ୍ୱର୍ଗବାସୀ, ସ୍ୱର୍ଗୀୟ
Translation in other languages :
जो मरा हुआ हो।
परिजन मृत व्यक्ति का अन्तिम संस्कार कर रहे हैं।No longer having or seeming to have or expecting to have life.
The nerve is dead.