Amarkosh is a unique dictionary website of Bhartiya languages. The meaning of a word varies according to the context in which it is used. Here various contextual meanings of the words have been described in detail along with example sentences and synonyms.
More than one hundred fifty thousands words of English language are available in Amarkosh. Please enter a word to search.
Meaning : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
Example :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
Synonyms : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦାମୋଦର, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ନାରାୟଣ, ପୀତବାସ, ବଂଶୀଧର, ବନମାଳୀ, ବାସୁଦେବ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ, ହରି
Translation in other languages :
यदुवंशी वसुदेव के पुत्र जो विष्णु के मुख्य अवतारों में से एक हैं।
सूरदास कृष्ण के परम भक्त थे।8th and most important avatar of Vishnu. Incarnated as a handsome young man playing a flute.
krishnaMeaning : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
Example :
ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
Translation in other languages :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati